STORYMIRROR

ଶ୍ଵେତପଦ୍ମା ପରି ମଖମଲ୍ଲୀ ବେଶେ ଚିଠି ମାଆ ସୁନା ବେଶେ ଚାହିଁଛି ତା ପଥ କଥା ଦେଇ ଥିଲା ଆସିବ ନିଦାଘ ଶେଷେ କଳା ବାଦଲ ର ଶାଢିରେ ଶଜାଇ ଲାଜୁକି ପ୍ରିୟା ମୋ ନହୁଲି ବଧୁ ର ବେଶେ ।

Oriya ସ୍ବର୍ଣ୍ଣମୟ ବେଶେ Poems